କେନ୍ଦୁଝର: କେନ୍ଦୁଝର ସଦର ଥାନା ଯୋଗୀମଠ ଗାଁରେ ଗଛରୁ ସ୍ୱାମୀ ,ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ଘର ପାଖ ଆକାଶିଆ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା। ଉଭୟଙ୍କର ଏକ ୫ ମାସର ଶିଶୁକନ୍ୟା ଅଛି।
powered by social2s