ଶିଆଳିରେ କୁଳ ଲଙ୍ଘିଲା ସମୁଦ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଶିଆଳିରେ କୁଳ ଲଙ୍ଘିଲା ସମୁଦ୍ର। ହଠାତ୍ କୁଳ ଲଙ୍ଘି ସ୍ଥଳଭାଗ ଆଡ଼କୁ ମାଡ଼ିଆସିଲା ସମୁଦ୍ର ପାଣି। ଶିଆଳି ବେଳାଭୂମି ବଜାର ଓ ଜନବସତିକୁ ମାଡ଼ିଗଲା ଲୁଣି ପାଣି। ଗତ ବର୍ଷ ସମୁଦ୍ରରେ ଲୀନ ହୋଇସାରିଛି ଭିଉ ଟାୱାର ଓ କ୍ଷତିଗ୍ରସ୍ତ ହେବାରେ ଲାଗିଛି ବ୍ୟାପକ ଝାଉଁ ଜଙ୍ଗଲ। ବାରମ୍ବାର ଏଭଳି ସମସ୍ୟା ଦେଖାଦେବାରୁ ଏହାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ସ୍ଥାନୀୟ ଲୋକେ।

powered by social2s