ଓଡ଼ିଶାରେ ପ୍ରଥମ କୋଭିଡ୍ ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ ୮୫ ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ, ତାଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ମେଡିକାଲର ଟିମ୍ ତାଙ୍କ ସ୍ୱାବ୍ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷା ପରେ ସେ କୋଭିଡରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

powered by social2s