ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ପ୍ରାକ୍ ମୌସୁମୀ ପ୍ରଭାବରେ ହୋଇଛି ଅତ୍ୟଧିକ ବର୍ଷା। ମାର୍ଚ୍ଚ ୧ ରୁ ମେ' ୩୧ ମଧ୍ୟରେ ୨୩୮. ୬ ମିମି ବର୍ଷା ହୋଇଛି। ସ୍ୱାଭାବିକ ୧୨୮. ୬ ମିମି ତୁଳନାରେ ୮୬ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସୂଚନା। ରାଜ୍ୟର ୨୧ ଜିଲ୍ଲାରେ ସ୍ୱାଭିବିକ ଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ୭ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ଓ ୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

powered by social2s