ଭୁବନେଶ୍ୱର: ବୀର ନରସିଂହପୁର ମା ଦକ୍ଷିଣ କାଳୀ ଏକ ସ୍ୱତନ୍ତ୍ର ଉପସ୍ଥାପନା। ଆଜି ଅନନ୍ତା ନିୟୁଜ ପେପର କୁ ମା ଙ୍କ ପାଖରେ ସମର୍ପଣ କରାଯାଇ ଆଗାମୀ ଦିନରେ ଏହାର କଳେବର ବୃଦ୍ଧି ନିମନ୍ତେ ମା ଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା। ଆଜିର ଏହି ଦର୍ଶନ କାର୍ଯ୍ୟକ୍ରମ ରେ ଡ଼ ନାରାୟଣ ମହାପାତ୍ର ଉମାନାଥ ମିଶ୍ର, ମଳୟ ମହାପାତ୍ର, ଶ୍ରୀନିବାସ ରାଓ, ରାହୁଲ ପଲେଇ, ମନୋରଞ୍ଜନ ପଳେଇ ପ୍ରମୁଖ ପ୍ରମୁଖ ଯୋଗ ଦେଇଥିଲେ। ଦର୍ଶନ ଅତି ସୁନ୍ଦର ଭାବେ ହୋଇଥିଲା ଓ ଶେଷରେ ସମସ୍ତେ ମା ଙ୍କ ପ୍ରସାଦ ପାଇ ଆନନ୍ଦ ର ସହିତ ଭୁବନେଶ୍ୱର ଫେରିଥିଲୁ ମା ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ର ସଦସ୍ୟ ମାନେ। ଭଗବତୀ ମା ଚଣ୍ଡୀକା କହୁଛନ୍ତି ମୋତେ ଯିଏ ନିତ୍ୟ ପୂଜା ଓ ସାଧନା କରେ ମୁଁ ତାର ସମସ୍ତ ପାର୍ଥିବ ସମ୍ପତ୍ତି ଓ ଧନ ସମ୍ପତ୍ତି ହରଣ କରେ ତାର ସମସ୍ତ ବନ୍ଧୁ ସଖା ଙ୍କ ସମ୍ପର୍କ ରେ ବିଛେଦ କରା ଏବଂ ତାଙ୍କୁ ଭୟଙ୍କର କଷ୍ଟ ଯନ୍ତ୍ରଣା ଭିତରେ ଜୀବନ ଧାରଣ କରିବାକୁ ବାଧ୍ୟ କରିଥାଏ। ସବୁ କଷ୍ଟ କୁ ସହି ସେ ଯଦି ମୋତେ ପରିତ୍ୟାଗ ନ କରି ମୋ ଠାରେ ଭକ୍ତି ଓ ଶ୍ରଦ୍ଧା ରଖେ ଶେଷରେ ମୁଁ ତାକୁ ପରମ ଦୁର୍ଲଭ ପରମାନନ୍ଦମୟ ପରମ ପାଦ ଦାନ କରେ।
ବୀର ନରସିଂହପୁର ମା ଦକ୍ଷିଣ କାଳୀ ଙ୍କ ପାଖରେ ଅନନ୍ତା ଖବର କାଗଜ ସମର୍ପିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s