ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଗକୁ ଓଡ଼ିଶାରେ ଅନୁଭୂତ ହେବ ଭୀଷଣ ଗ୍ରୀଷ୍ମପ୍ରବାହ। ଜୁନ ୭ ତାରିଖ ପରେ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଝାଂଜି ପବନ ଯୋଗୁଁ ଅଧିକ ରହିବ ତାପମାତ୍ରା। ସକାଳେ ଖରା ଓ ଅପରାହ୍ନରେ କକ୍ୱାଳାବୈଶାଖୀ ବର୍ଷା ସମ୍ଭାବନା ରହିଛି। ଜୁନ ୧୭ ତାରିଖ ପରେ ସୃଷ୍ଟି ହୋଇପାରେ ଲଘୁଚାପ। ତେବେ ଜୁନ ୭ ରୁ ୧୦ ତାରିଖ ଭିତରେ ରହିବ ଚଳିତ ବର୍ଷର ସବୁଠୁ ଉତ୍ତପ୍ତ ଦିନ।

powered by social2s