ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଦିନ ୧ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦର୍ଶନ। ଆଜି ଅନୁଷ୍ଠିତ ହେବ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି। ଏହା ଏକ ଗୁପ୍ତନୀତି ହୋଇଥିବାରୁ ବନ୍ଦ ରହିବ ଦର୍ଶନ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ପରେ ନୀତିକାନ୍ତି ଆରମ୍ଭ ହେବ।
powered by social2s