ଭୁବନେଶ୍ବର: କୋଭିଡ ଲକ୍ଷଣ ଥିବା ବ୍ୟକ୍ତି ଭିଡ଼ ସ୍ଥାନକୁ ନଗଲେ ଭଲ ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଜି ରଥଯାତ୍ରା ନେଇ ଦ୍ଵିତୀୟ ସମନ୍ଵୟ ବୈଠକରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କୋଭିଡ ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଏକ ଲୋ ଭାରିଆଣ୍ଟର କୋଭିଡ ଭୂତାଣୁ ଆସିଛି। ମାସ୍କ ବାଧ୍ୟତା ନୁହେଁ, କିନ୍ତୁ ବ୍ୟବହାର କଲେ ଭଲ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
powered by social2s