ଆଜି ଦିନ ୨ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ନୀତି ଲାଗି। ଦିନ ୨ଟା ଯାଏ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଦର୍ଶନ। ରାତ୍ର ପହୁଡ଼ରୁ ଆଜି ଦିନ ୨ଟା ଯାଏ ଦର୍ଶନ ବନ୍ଦ ରହିବା ନେଇ ମିଳିଛି ସୂଚନା।

powered by social2s