ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ। ନୀଳଚକ୍ରରେ ଧ୍ବଜା ବନ୍ଧା ବେଳେ ଡ୍ରୋନ ଉଡ଼ିଥିବା ସୂଚନା। ସମସ୍ତ ବାରଣ ସତ୍ୱେ ଡ୍ରୋନ କିପରି ଉଡ଼ିଲା ଅସ୍ପଷ୍ଟ ରହିଛି।

powered by social2s