ଭୁବନେଶ୍ୱର : ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା। ଏନେଇ ସୂଚନା ଦେଲେ ଓଡ଼ିଶା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏଣିକି ୫, ୨୦୦ ସ୍କୋଏଆର୍ ଫୁଟ୍ର ବିକ୍ରି କରିହେବ। ପ୍ଳଟିଙ୍ଗ କରି ବିକ୍ରି କରୁଥିଲେ ଲେଆଉଟ୍ ପ୍ରସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ। କୃଷି ଜମି ଉପରେ ସମସ୍ତ କଟକଣା ମଧ୍ୟ ହଟିଥିବା ସୂଚନା।
powered by social2s