ପୁରୀ : ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା। ଅଭିଯୁକ୍ତ ନାରାୟଣ ପାଟଯୋଶୀ ଦାମୋଦରପୁରରୁ ଗିରଫ ହୋଇଥିବା ଜଣାପଡ଼ିଛି। ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା କହିଛି ପୋଲିସ।
powered by social2s