ଭୁବନେଶ୍ୱର : ଓଡ଼ିଶାର ୪ଟି ଜିଲ୍ଲା ପାଇଁ ପ୍ରଭାରୀ ଘୋଷଣା କଲେ କେନ୍ଦ୍ର ସରକାର। ବଲାଙ୍ଗୀର - ଭିନୀଲ କ୍ରିଷ୍ଣା, କଳାହାଣ୍ଡି - ଅନିତା କର୍ଣ୍ଣ, ଢେଙ୍କାନାଳ - ବୀର ବିକ୍ରମ ଯାଦବ ଓ ନୂଆପଡ଼ା - ସମର ନନ୍ଦ। ଆକାଂକ୍ଷୀ ଜିଲ୍ଲାର ଉନ୍ନୟନ ଦେଖିବେ ୪ ଅଧିକାରୀ। ଆଦିମ ଜନଜାତିଙ୍କ ବିକାଶକୁ ଦିଆଯିବ ଗୁରୁତ୍ୱ।
powered by social2s