ଯାଜପୁର : ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶଙ୍ଖଚିଲା ଗ୍ରାମ ଅଧିନସ୍ଥ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ୧୯୯୫ ବ୍ୟାଚର ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି। ନିକଟସ୍ଥ ଠାକୁରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ସାଙ୍ଗମାନଙ୍କ ମଧ୍ୟରେ ଭାବପ୍ରବଣତା ସହ ମହା ଆଡ଼ମ୍ବରରେ ବନ୍ଧୂ ମିଳନ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଦିର୍ଘ ୩ ଦଶନ୍ଧି ତଥା ୩୦ ବର୍ଷ ପରେ ୩୦ ତମ ବନ୍ଧୂ ମିଳନ ଉତ୍ସବରେ ପାଖାପାଖି ୫୦ ଜଣରୁ ଉର୍ଦ୍ଦ ସହଯୋଗୀ ଭାଗନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ଭାଗନେଇଥିବା ସାଙ୍ଗମାନଙ୍କ ମଧ୍ୟରେ ପ୍ରଶାନ୍ତ ପଥାଳ, ରାଜେଶ ପଥାଳ, ସଜୟ ନାଥ, ଅକ୍ଷୟ ନାୟକ, ଜ୍ୟୋତି ରଞ୍ଜନ ପୃଷ୍ଟି, ଶୁକଦେବ ସାହୁ, ପବିତ୍ର ସାହୁ, ସୁରେନ୍ଦ୍ର ବେହେରା, ମଣିଆ ମଳିକ ରମେଶ ମଳିକ,ସନ୍ତୋଷ ସେଠି, ଆଶିଷ ସାହୁ, ଉଦୟ ପୃଷ୍ଟି ,ପର୍ଶୁରାମ ସାହୁ, ଅନାଦି ବାରିକ, ରତିକାନ୍ତ ସେଠୀ, ଦିଲ୍ଲୀପ ସାହୁ, ରଞନ ସାହୁ, ଗଣିଆ ମାଝୀ ,ଜିତେନ୍ଦ୍ର ଗୁରୁ, ମମତା ଗୁରୁ ,ପ୍ରଶାନ୍ତି ସାହୁ, ସ୍ୱର୍ଣଲତା ପରମାଣିକ, ଅରୁନ୍ଧୋତି ସାହୁ, ଗାୟତ୍ରୀ ନାୟକ,କନକଲତା ସାହୁ,ସଜୁକ୍ତା ସାହୁ, ଅନ୍ନପୂର୍ଣ୍ଣା ସାହୁ,ପାର୍ବତି ଵେହେରା ,ସୁଶମା ପରମାଣିକ, ଲୋପାମୁଦ୍ରା ସାହୁ,ସଧ୍ୟାରାଣି ଦାସ, ଉଷାରାଣି ସାହୁ, ସତ୍ୟଭମା ସାହୁ,ସବିତା ସାହୁ, କଵିତା ମହଲା, ବଵିତା ସାହୁ, ସରସ୍ଵତୀ ବେହେରା ପ୍ରମୁଖ ସାଙ୍ଗ ମାନେ ଉପସ୍ଥିତ ଥିଲେ।
ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ୧୯୯୫ ବ୍ୟାଚର ବନ୍ଧୁ ମିଳନ ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s