ନୟାଗଡ଼ରୁ ବାଘ ଛାଲ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଏସ ଟିଏଫ କବ୍ଜା ରେ ବାଘ ଛାଲ ଶିକାରୀ । ୪ ଲକ୍ଷ୍ୟ ଟଙ୍କା ର ଡିଲ ବେଳେ ଜଣେ ଶିକାରୀ ଓ ସହଯୋଗୀ ଗିରଫ। ନୟାଗଡ଼ ଅଞ୍ଚଳରୁଉଭୟଙ୍କୁଗିରଫ କଲା କ୍ରାଇମବ୍ରାଞ୍ଚ ଏସ ଟିଏଫ । ଗୋଟିଏ କଲରାପତିରିଆ ବାଘ ଛାଲ ଜବତ ହୋଇଥିବା ସୂଚନା।

powered by social2s