ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିବା ପରେ ରଜ ପାଳନ ବେଳେ ଭୋଜି ନ କରିବାକୁ ପରାମର୍ଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିବା ପରେ ରଜ ପାଳନ ବେଳେ ଭୋଜି ନ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ସାମୁହିକ ସମାବେଶ ବେଳେ ଭୋଜି ବାରଣ କରାଯାଇଛି। ଗରମ ଖାଦ୍ୟ ଓ ଫୁଟା ହୋଇଥିବା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ନଦୀ ଓ ପୋଖରୀରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି।

powered by social2s