ଢେଙ୍କାନାଳ: ବ୍ରିଜ ମରାମତି ବେଳେ ନଦୀରେ ଖସିପଡ଼ିଲେ ଶ୍ରମିକ। ଏହା ପରେ ତାଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ବ୍ରାହ୍ମଣୀ ନଦୀର ସାରଙ୍ଗଧର ବ୍ରିଜରେ ଅଘଟଣ ଘଟିଛି। ଦୁର୍ଘଟଣାରେ ୪ ଶ୍ରମିକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।
powered by social2s