ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଳେଶର : ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ଜଳସ୍ତର। ଗଲୁଡିହି ବ୍ୟାରେଜରୁ ଛଡ଼ାଯାଇଛି ୨ ଲକ୍ଷ ୪୨ ହଜାର କ୍ୟୁସେକ ଜଳ। ବାଲେଶ୍ୱର ରାଜଘାଟ ନିକଟରେ ୮ ମିଟରରୁ ଅଧିକ ଜଳ ପ୍ରବାହିତ ହେଉଛି।

powered by social2s