ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଜୁନ ୨୨ରେ କୋକିଲାବେନ ହସ୍ପିଟାଲରେ ହେବ ଅସ୍ତ୍ରୋପଚାର। ନବୀନଙ୍କ ହେବ ସର୍ଭାଇକାଲ ଅର୍ଥାଇଟିସ ଅସ୍ତ୍ରୋପଚାର। ସଫଳ ଚିକିତ୍ସା ପାଇଁ ଶୁଭକାମନା ଜଣାଇଲେ ନେତା ଓ କର୍ମୀ

powered by social2s