ରଥଯାତ୍ରା ବେଳେ ପୁରୀକୁ ଚାଲିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ରଥଯାତ୍ରା ବେଳେ ପୁରୀକୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନେଇ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନ ବ୍ୟତୀତ ଚଳାଚଳ କରିବ ୩୬୫ଟି ସ୍ବତନ୍ତ୍ର ଟ୍ରେନ। ସ୍ବତନ୍ତ୍ର ଟ୍ରେନ୍‌ ଗୁଡ଼ିକ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରୁ ଚଳାଚଳ କରିବ। ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ ପଲାସାରୁ ଚଳାଚଳ କରିବ ଟ୍ରେନ। ଛତିଶଗଡ଼ର ଜଗଦଲପୁର ଓ ଗୋଣ୍ଡିଆରୁ ମଧ୍ୟ ଚଳାଚଳ କରିବ। ପଶ୍ଚିମବଙ୍ଗର କୋଲକାତା ନିକଟ ସନ୍ତ୍ରାଗଚ୍ଛିରୁ ଚଳାଚଳ କରିବ।

powered by social2s