ପୁରୀ: ପୁରୀ ଶରଧାବାଲି ଠେଲାପେଲା ଘଟଣାରେ ବଦଳିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ଭିନୀତ ଅଗ୍ରୱାଲ। ଚଞ୍ଚଳ ରାଣା ହେଲେ ପୁରୀର ନୂଆ ଜିଲ୍ଲାପାଳ। ପିନାକ ମିଶ୍ରଙ୍କୁ ଦିଆଗଲା ନୂଆ ଏସ୍ପି ଭାବେ ନିଯୁକ୍ତି। ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀ ନିଲମ୍ବିତ ହୋଇଥିବା ସୂଚନା। ମୃତ ୩ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ରାଜ୍ୟ ସରକାର।
powered by social2s

