ଜଙ୍ଗଲରେ ନିଆଁ ଲଗେଇ ଶିକାର କଲାବେଳେ ୬ ଗିରଫ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗେଇ ବନଜନ୍ତୁ ଶିକାର କଲାବେଳେ ୬ ଜଣ ଶିକାରୀକୁ ବନ ବିଭାଗ କର୍ମଚାରୀ ଗିରଫ କରିଛନ୍ତି। ଶିକାରୀଙ୍କ ଠାରୁ ୧୨ କେଜି କୁଟ୍ରା ମାଂସ ସହିତ ଧନୁତୀର ଜବତ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜର କେନ୍ଦୁମୁଣ୍ଡି ସଂଗ୍ରହୀତ ଦୁମୁରଡିହ ଜଙ୍ଗଲରୁ ଶିକାରୀ ମାନେ ଧାରା ପଡିଥିବା କହିଛନ୍ତି ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀ।

powered by social2s