ବାଲେଶ୍ବର: ଯାତ୍ରା କଳାକାରଙ୍କୁ ନେଇ ଯାଉଥିବା ବେଳେ ଏକ ଭ୍ୟାନ ଓଲଟି ୭ ଜଣ ଆହତ ହୋଇଛନ୍ତି। ବାଲେଶ୍ବର ରେମୁଣା ଥାନା ଟିକରପାଳ ନିକଟରେ ଘଟିଛି ଏହି ଦୁର୍ଘଟଣା। ସମସ୍ତ ଆହତ ବାଲେଶ୍ବର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରେମୁଣା ଅଞ୍ଚଳରୁ ଯାତ୍ରା ପାଇଁ ଯାଉଥିଲା ନୀଳମାଧବ ଅପେରା।
powered by social2s

