ଧସିଲା ଖଣି ଅତଡ଼ା; ୩ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଇଡ଼ା: ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଅଘଟଣ। ଗତକାଲି ମାଟି ଅତଡ଼ା ଖସି ଚାପି ହୋଇଯାଇଥିଲେ। ୬ ଘଣ୍ଟା ପରେ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ। ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମାଙ୍ଗାନିଜ୍ ଚୋରା ଉତ୍ତୋଳନ ବେଳେ ଏହି ଘଟଣା ଘଟିଥିବା ସୂଚନା।

powered by social2s