କମୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ଜଳସ୍ତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : କମୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଗୁଡ଼ିକର ଜଳସ୍ତର। ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟା ଜଳ। ବର୍ଷା ହେଲେ ବି ବେଶୀ ବୃଦ୍ଧି ପାଇନି ଜଳସ୍ତର। ବାଲେଶ୍ୱର ଜିଲ୍ଲା ରାଜଘାଟ ଠାରେ ସକାଳ ୯ଟା ସୁଦ୍ଧା ୧୦. ୨୮ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା।

powered by social2s