ବାପାଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଦୁର୍ଘଟଣାରେ ପୁଅ-ବୋହୁ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ : ବୌଦ୍ଧ ଆଦର୍ଶ ଥାନା ରାମ୍ଭିକଟାରେ ବାପାଙ୍କ ଶେଷକୃତ୍ୟକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ପୁଅ-ବୋହୁଙ୍କ ଜୀବନ। ମୃତକ ହେଲେ ଗଣିଆ ଅଂଚଳର ରାଜକିଶୋର ସାହୁ ଓ ମୀନାରାଣୀ। ରାସ୍ତା କଡ଼ରେ ଚିଡ଼ା ହୋଇଥିବା ଟ୍ରକ୍ କୁ ଧକ୍କା ଦେଲା ରାଜକିଶୋରଙ୍କ କାର୍। ରାତିରେ ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଆସିଥିଲେ ଉଭୟ।

powered by social2s