ରେଳ ଲାଇନ୍‌ ଉପରେ ଖସିଲା ମାଟି ଅତଡ଼ା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: ରେଳ ଲାଇନ୍‌ ଉପରେ ଖସିଲା ମାଟି ଅତଡ଼ା। କୋରାପୁଟ ଜିଲ୍ଲା ଜରଟି-ମାଳିଗୁଡ଼ା ମଧ୍ୟରେ ଖସିଲା ମାଟି ଅତଡ଼ା। କେକେ ରେଳଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଘଟଣ ଯୋଗୁଁ ବାଟରେ ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍‌।

powered by social2s