ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଆସନ୍ତା ୩୦ ତାରିଖ ଜନ ଶୁଣାଣି ପାଇଁ ପଞ୍ଜିକୃତଙ୍କ ପାଇଁ ଉଦ୍ଦିଷ୍ଟ ୟୁନିଟ୍-୨, ଅଶୋକନଗର, ଭୁବନେଶ୍ବରରେ ଅନୁଷ୍ଠିତ ହେବ ଜନ ଶୁଣାଣି। ଏହି ସୂଚନା ଦେଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ।

powered by social2s