କଟକ: ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ ମାର୍କ। କଟ୍ ଅଫ ମାର୍କରେ ଆଗୁଆ ରହିଛି ରେଭେନ୍ସା। କଳାରେ ୮୧.୩୩ % +୨ କଟ୍ ଅଫ, ବିଜ୍ଞାନରେ ୯୧.୮୩% +୨ କଟ୍ ଅଫ ଓ ବାଣିଜ୍ୟରେ ୮୦.୨୦% +୨ କଟ୍ ଅଫ। ୨୪ ଜୁଲାଇରୁ ଆରମ୍ଭ ହେବ +୨ ପ୍ରଥମ ବର୍ଷ ପାଠପଢ଼ା।
powered by social2s