ଭୁବନେଶ୍ୱର : ଓଡ଼ିଶାରେ ତେଲ ସଙ୍କଟ ନାହିଁ ବୋଲି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଖାଦ୍ୟ ସାମଗ୍ରୀର ବି ଅଭାବ ନାହିଁ। ଭୁବନେଶ୍ୱରକୁ ଆସିଛି ତେଲ ଟ୍ୟାଙ୍କର। ଆଜି ରାତି ସୁଦ୍ଧା ଡ୍ରାଇଭରଙ୍କ ସମସ୍ୟା ସମାଧାନ ହେବ। ତେବେ କଳାବଜରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ପାତ୍ର।
powered by social2s

