କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ରାଣୀ ମା' ତାରିଣୀଙ୍କ ଆଷାଢ଼ୀ ପର୍ବ। ଆଷାଢ଼ ମାସର ଶେଷ ଗୁରୁବାର ପାଳନ ହୁଏ ଏହି ପର୍ବ। ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମା'ଙ୍କ ଉପବାସ ସାରାଦିନ ମନ୍ଦିର ପହଡ ପଡି ସନ୍ଧ୍ୟାରେ ହେବ ସ୍ବତନ୍ତ୍ର ପୂଜା ସନ୍ଧ୍ୟାରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା' ତାରିଣୀ। ସନ୍ଧ୍ୟା ୭ଟାରେ ଖୋଲିବ ମା' ତାରିଣୀଙ୍କ ମନ୍ଦିର। ରାତି ୧୦ଟା ଯାଏଁ କରିହେବ ଦର୍ଶନ।
powered by social2s

