ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା କୋଟିଏ ଟଙ୍କାର ରୁପା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସ୍‌ ଛକରେ ଏକ କାର୍‌ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ କରାଯାଇଛି। ଏକ କୁଇଣ୍ଟାଲ ୧୦ କେଜି ରୁପା ଜବତ ହୋଇଥିବା ସୂଚନା। କାର୍‌ ଭିତରେ ସିକ୍ରେଟ୍‌ ଚାମ୍ବର୍ କରି ହେଉଥିଲା ଚୋରା ଚାଲାଣ। ଗଞ୍ଜେଇ ଚୋରା ଚାଲାଣ ଯାଞ୍ଚ ବେଳେ ଜବତ କଲେ ଅବକାରୀ ବିଭାଗ। ଝାଡ଼ଖଣ୍ଡ ରାଞ୍ଚିକୁ ହେଉଥିଲା ଚାଲାଣ। ଘଟଣାରେ ୨ ଜଣ ଅଟକ ଥିବା ସୂଚନା।

powered by social2s