କୋରାପୁଟ : କୋରାପୁଟ ଜିଲ୍ଲା ପାଡୁଆ ରେଳ ଷ୍ଟେସନ ନିକଟରୁ ଏକ କେଜି ଚରସ ଓ ୨୨ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଚରସର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହୋଇଥିବା ସୂଚନା। କୋରାପୁଟରୁ ଆନ୍ଧ୍ର ପ୍ରଦେଶ ଚାଲାଣ ବେଳେ ଚଢ଼ାଉ କରିଥିଲା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି।
powered by social2s

