ଭୁବନେଶ୍ୱର : କାଲିଠୁ ଓଡ଼ିଶାରେ ଗଡ଼ିବ ଘରୋଇ ବସ୍। ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁଁ ବନ୍ଦ ଥିଲା ଘରୋଇ ବସ୍ ଚଳାଚଳ। ବସ୍ ଗଡ଼ିଲେ ସୁରକ୍ଷା ଦେବାକୁ ରାଜ୍ୟ ସରକାର ରାଜି ହେବା ପରେ ବସ୍ ଚାଲିବା ନିଷ୍ପତ୍ତି ନିଆଯାଇଛି।
powered by social2s

