ଡେଲାଙ୍ଗରେ ବାର୍ଡ଼ ଫ୍ଲୁ ଚିହ୍ନଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିବା ସୂଚନା। ଭୋପାଳରୁ ଆସିଲା ରକ୍ତ ନମୁନା ରିପୋର୍ଟ। ଡେଲାଙ୍ଗର ୩ଟି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି। ସଂକ୍ରମିତ ଅଞ୍ଚଳରୁ ୬୫୦୦ କୁକୁଡ଼ା ମାରିବ ଜିଲ୍ଲା ପ୍ରଶାସନ। ସଂକ୍ରମିତ ସ୍ଥାନରୁ ୧୦ କିମି ଯାଏ ରଖାଯିବ କଡ଼ା ନଜର।

powered by social2s