ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ରାଜଘାଟ ନିକଟସ୍ଥ ଜାତୀୟ ରାଜପଥ ୧୬ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ। ଜଳେଶ୍ବରରୁ ବାରିପଦା ଯାଉଥିବା। ଗୀତାଞ୍ଜଳି ନାମକ ବସ ଓଲଟି ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
powered by social2s