ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ବିଭିନ୍ନ ଶୈବପୀଠ। ମହାଦେବଙ୍କ ମସ୍ତକରେ ଜଳଲାଗି ପାଇଁ ବିଭିନ୍ନ ଘାଟରେ ଭିଡ଼ ଦେଖିବାକୁ ମିଳିଛି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଲାଗିଛି ଲମ୍ବା ଧାଡ଼ି। କଟକ ଜିଲ୍ଲାର ଧବଳେଶ୍ବର ପୀଠରେ ବି କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

powered by social2s