ଦୁର୍ଘଟଣା ପରେ ପିକଅପ୍ ଭ୍ଯାନରୁ ବିଷ୍ପୋରକ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ତଳନଗର ପଞ୍ଚାୟତ ଅଲିପୁର ଗାଁରେ ଟ୍ରକ୍ କୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ଯାନ। ଦୁର୍ଘଟଣା ପରେ ପିକଅପ୍ ଭ୍ଯାନ ରୁ ଜବତ ହେଲା ବିପୁଳ ବିଷ୍ପୋରକ। ନିକଟରେ ପଥର ଖାଦାନ ଥିବାରୁ ମାଫିଆ ମାନେ ବିଷ୍ପୋରକ ନେଉଥିବା ଅନୁମନ କରାଯାଉଛି। ପିକଅପ୍ ଭ୍ଯାନ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୋର ପୋଲିସ ଗାଡ଼ିକୁ ଜବତ କରିଛି।

powered by social2s