ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଦୁର୍ବୁତ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନିମାପଡ଼ା : ପୁରୀ ଜିଲ୍ଲା ବଳଙ୍ଗା ବାଇଆବର ଅଞ୍ଚଳରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ୩ ଜଣ ଦୁର୍ବୁତ୍ତ। ସାଇକେଲରେ ସାଙ୍ଗ ଘରକୁ ଯିବାବେଳେ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରାଯାଇଛି। ଛାତ୍ରୀଙ୍କ ହାତ, ଗୋଡ଼ ଓ ଦେହର କିଛି ଅଂଶ ପୋଡ଼ି ଯାଇଥିବା ସୂଚନା। ଛାତ୍ରୀଙ୍କୁ ଏମ୍ସ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

powered by social2s