ଅପହୃତ ଦଶମ ଶ୍ରେଣୀ ଛାତ୍ରୀ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୋର: ଅଢ଼େଇ ମାସ ତଳେ ଅପହୃତ ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀ ଉଦ୍ଧାର ହୋଇଥିବା ସୂଚନା। ବାଲେଶ୍ଵର ଜିଲ୍ଲା ଖଇରା ଥାନା ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍। ଖଇରା ଥାନା ନିକଟରେ କେହି ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଉଦ୍ଧାର ପରେ ଛାତ୍ରୀଙ୍କୁ ସୁଧାର ଗୃହରେ ରଖାଯାଇଛି।

powered by social2s