୪ ବର୍ଷର ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ୪ ବର୍ଷର ଶିଶୁ କନ୍ୟାକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ଡାକ୍ତର। ଜୁଲାଇ ୨୯ ତାରିଖରେ ଚିନ୍ମୟୀ ଜେନାଙ୍କ ଶିଶୁକନ୍ୟାର ପିଠି ପଛ କୁଣ୍ଡେଇ ହେବାରୁ ତାକୁ ଚିକିତ୍ସାଳୟ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଆଲର୍ଜି ପାଇଁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିଲେ। ତେବେ ଏହି ଘଟଣା ପରେ ଡାକ୍ତର ଭୁଲ ମାଗିଥିବା ସୂଚନା।

powered by social2s