ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ। ୧୦ଟି ବିଭାଗର ଗ୍ରୁପ୍‌ ସି ପଦବୀ ପୂରଣ ପାଇଁ ନିଆଯାଇଛି ନିଷ୍ପତି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮ହଜାର ୩୫୮ ପଦବୀ । ପଞ୍ଚାୟତିରାଜ ବିଭାଗର ୪ ହଜାର ୪୨ ପଦବୀ।

powered by social2s