ବସ୍‌ରେ ଅସୁସ୍ଥ ହୋଇପଡ଼ିଲେ ପ୍ରାୟ ୧୦ ଛାତ୍ରଛାତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଞ୍ଜନଗର: ବସ୍‌ରେ ଅସୁସ୍ଥ ହୋଇପଡ଼ିଲେ ପ୍ରାୟ ୧୦ ଛାତ୍ରଛାତ୍ରୀ। ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଜରଉ ଛକରେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରଛାତ୍ରୀ। ବସ୍‌ରେ କଲେଜ ଆସୁଥିବା ବେଳେ ଘଟିଛି ଘଟଣା। ଚିତ୍କାର କରିବା ସହ ଅସୁସ୍ଥ ହୋଇପଡ଼ିଲେ ଛାତ୍ରଛାତ୍ରୀ। ବସ୍‌ ଡ୍ରାଇଭରଙ୍କ ଦ୍ବାରା ଅସୁସ୍ଥ ୧୦ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

powered by social2s