କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା: ଧରା ପଡ଼ିଲେ ପୁରୁଷ ବନ୍ଧୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡ଼ା ଗାଁରେ ଜଣେ ଯୁକ୍ତ ତିନି ପଢୁଥିବା ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ବ୍ଲାକମେଲ୍ କରିଥିବା ଅଭିଯୋଗରେ ଚେନ୍ନାଇରୁ ଧରିଲା କେନ୍ଦ୍ରାପଡ଼ା ପୋଲିସ୍ ର ଏକ ସ୍ବତନ୍ତ୍ର ଟିମ୍। ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ତେରହି ଅଞ୍ଚଳର ପ୍ରମୋଦ ବେହେରା। ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିଲେ ଯୁବତୀ।

powered by social2s