ଗାଁ ସୀମା ବିବାଦରୁ ଲାଗିଲା BNS ୧୬୩

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଓସ୍ତପୁର-କୋଟପଲ୍ଲା ସୀମା ବିବାଦ ଯୋଗୁଁ ବଜାରର ୧ କିମି ପରିଧିରେ ଲାଗୁ ହେଲା BNS ୧୬୩। ଉତ୍ତେଜନା ଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ BNS ୧୬୩ ଲାଗୁ ହୋଇଛି। ସ୍ଥାନୀୟ ଉ.ପ୍ରା. ସ୍କୁଲ୍‌ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ୧୦ରୁ ୧୫ ଦୋକାନ ଭଙ୍ଗାରୁଜା ସହ ଟେକା ପଥର ମାଡ଼ ହୋଇଥିଲା ।

powered by social2s