ଗଞ୍ଜାମରେ ନର୍ସିଂ ହୋମ୍ ସିଲ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ଅଞ୍ଚଳରେ ଏକ ଘରୋଇ ନର୍ସିଂ ହୋମ୍ ସିଲ୍ ହୋଇଥିବା ସୂଚନା। ନସିଂ ହୋମ୍ ସିଲ୍ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ବିନା କାଗଜପତ୍ରରେ ଚାଲିଥିଲା ନର୍ସିଂ ହୋମ୍। ଏହା ଖବର ପାଇ ଯାଞ୍ଚ କରିଥିଲା ସ୍ବାସ୍ଥ୍ୟ ବିଭାଗ।

powered by social2s