ଭୁବନେଶ୍ବରରେ ଦୁର୍ଘଟଣା ଝିଅ ମୃତ, ମା’ ଓ ପୁଅ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରରେ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ପୁଅ ଗୁରୁତର ଆହତ ହୋଇଥିବା ସୂଚନା। ପାତ୍ରପଡ଼ା V2 ନିକଟରେ ରାସ୍ତା ପାର ବେଳେ ଧକ୍କା ଦେଲା ସ୍କର୍ପିଓ ଗାଡ଼ି। ଘଟଣାସ୍ଥଳରେ ୮ ବର୍ଷର ଝିଅର ମୃତ୍ୟୁ ହୋଇଛି। ମାଆ ଓ ପୁଅ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ମାମୁଘରକୁ ଯାଇ ରାକ୍ଷୀ ବାନ୍ଧି ଘରକୁ ଫେରିଲା ବେଳେ ଦୁର୍ଘଟଣା ଘଟିଛି।

powered by social2s