ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ଛାତ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଳେଶ୍ୱର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ଛାତ୍ର। ବାଲେଶ୍ଵର ଜିଲ୍ଲା ସିଲଂ ଥାନା ଜାମଶୁଳି ଗାଁରେ ଝୁଲିପଡ଼ିଲେ ଅଷ୍ଟମ ଶ୍ରେଣୀର ଛାତ୍ର। ଘରେ ଗେମ୍‌ ଖେଳିବାକୁ ବାରଣ କରିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

powered by social2s