ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ। ଅପରାହ୍ନ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଭାଦ୍ରବ ମାସ କୃଷ୍ଣପକ୍ଷ ରେଖାପଞ୍ଚମୀରେ ଲାଗି ହୁଏ ରାହୁ ରେଖା। ଏହା ଏକ ଗୁପ୍ତନୀତି ହୋଇଥିବାରୁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ।
powered by social2s

