ଭୁବନେଶ୍ୱର: ୨୦୨୯ ପୂର୍ବରୁ ହେବ ବ୍ଲକ ପୁନର୍ଗଠନ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ମନ୍ତ୍ରୀ କହିବା ଅନୁଯାୟୀ, ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଆଲୋଚନା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ପଞ୍ଚାୟତ ପୁନର୍ଗଠନ।
powered by social2s

